Friday, August 7, 2026

ମୋ ରସନାରେ ଥରେ ଚାଖ ତୁ କୃଷ୍ଣ ଚରଣ ରେଣୁ

ମୋ ରସନାରେ ଥରେ ଚାଖ ତୁ କୃଷ୍ଣ ଚରଣ ରେଣୁ କମଳା ସେବିତ ଚରଣ ରେଣୁ ରେଣୁରେ ସୁଧା ପୂର୍ଣ୍ଣ ବାସୁଦେବ ତୁଳସୀ ବାସନା ଥରେ ତୁ ଆଘ୍ରାଣ କର ହେବୁ ନିଷ୍କଳଙ୍କ ପୂର୍ଣ୍ଣିମା ଜହ୍ନ ଲଭିବୁ ଚିର ଯୌବନ

No comments:

Post a Comment