Friday, August 7, 2026

ଚକାଡୋଳା ହେ ତୁମ୍ଭ କଳା

ଚକାଡୋଳା ହେ ତୁମ୍ଭ କଳା ଏହି ଦେହରେ ବୋଳି ଦିଅ ଘୃଣାରେ ନାକି ଟେକି କାମନା ବାସନା ଯିବେଟି ପଳେଇ ଜୟ ଶ୍ରୀକୃଷ୍ଣ ବୋଲି ଅତି ଆକୁଳ ବିକଳରେ ମୁଁ ଡାକିବି ବ୍ରହ୍ମଦାରୁ ହେ ବେନି ଭୁଜକୁ ପ୍ରସାରି ନେବେ କୋଳେଇ

No comments:

Post a Comment