Friday, August 7, 2026

ବିଷୟା ବିଷୟରୁ ବହୁତ ଦୂରରେ

ବିଷୟା ବିଷୟରୁ ବହୁତ ଦୂରରେ ରଖନ୍ତୁ ହେ ବାସୁଦେବ ହେ ବ୍ରହ୍ମଦାରୁ ଶରଣ ଦିଅନ୍ତୁ କମଳା ସେବିତ ଚରଣରେ ନିଷ୍କାମ ପ୍ରେମ ଶ୍ରୀଗୀତଗୋବିନ୍ଦର କୈବଲ୍ୟ ଲେଖନୀ ଆତ୍ମା ବୈକୁଣ୍ଠ ମଣି କାଳ ଯମ ବାନ୍ଧିନିଏ ଅକାରଣରେ

No comments:

Post a Comment