Saturday, August 15, 2026

ବିକାର ମେଳରେ ଅତି ସରି ହେଲୁ ହେ ଜଗନ୍ନାଥ

ବିକାର ମେଳରେ ଅତି ସରି ହେଲୁ ହେ ଜଗନ୍ନାଥ ମନ ସହ ଇନ୍ଦ୍ରିୟ ଶ୍ରୀକ୍ଷେତ୍ର ଆସିଛୁ ଉଦ୍ଧାର ସାଇଁ ପାପ ଭାରେ ଜୀର୍ଣ୍ଣଶୀର୍ଣ୍ଣ ଆମ ସର୍ବାଙ୍ଗ ବିକଳାଙ୍ଗ ସୂର୍ଯ୍ୟ ଶଶୀ ଚକାଡୋଳା କୃପା ନେତ୍ରେ ଦିଅ ଚାହିଁ

No comments:

Post a Comment