Saturday, August 15, 2026

ଶିରରେ କିଏ ସେ ଖଞ୍ଜିଲା

ଶିରରେ କିଏ ସେ ଖଞ୍ଜିଲା ତୁଳସୀ ସେବିତ ଦୟଣା ଚୂଳ କମଳ ଅଧରୁ କାଢ଼ିଲା ବଂଶୀ ଗଳାରୁ କାଢିଲା ବନମାଳ ଦୟା ବହି କହିବୁ କି ସୁଭଦ୍ରା କହିବୁକି ଶ୍ରୀକ୍ଷେତ୍ର କମଳା ଘନଶ୍ୟାମଙ୍କ ତ୍ରିଭଙ୍ଗ ଠାଣି ଝୁରିମରେ ରାଧା ହୃଦ କମଳ

No comments:

Post a Comment