Thursday, August 13, 2026

ଦାସ୍ୟ ଭକ୍ତିକୁ ମାରୁତି ପ୍ରାଣ ଶ୍ରୀରାମ

ଦାସ୍ୟ ଭକ୍ତିକୁ ମାରୁତି ପ୍ରାଣ ଶ୍ରୀରାମ କାନ୍ତା ଭାବକୁ ତୁମ୍ଭେ ଶ୍ରୀରାଧା ପ୍ରେମ ସଖା ଭାବକୁ ଅର୍ଜୁନ କବଚ ଶ୍ରୀକୃଷ୍ଣ ସମଦର୍ଶୀ ଜଗନ୍ନାଥ ଭଦ୍ରା ବଳରାମ

No comments:

Post a Comment