Thursday, August 13, 2026

ବାତ୍ସଲ୍ୟ ଭକ୍ତିକୁ ଯଶୋଦା ନୟନ ତାରା ନୀଳମଣୀ

ବାତ୍ସଲ୍ୟ ଭକ୍ତିକୁ ଯଶୋଦା ନୟନ ତାରା ନୀଳମଣୀ କାନ୍ତା ଭାବକୁ ଶ୍ରୀରାଧା ହୃଦୟ ଚନ୍ଦନ ମୁରଲୀ ପାଣି ଶ୍ରବଣ ଭକ୍ତିକୁ ପରୀକ୍ଷିତ ଶୁକଦେବ ଭାଗବତ ସୁଧା ସ୍ମରଣ ଭକ୍ତିକୁ ନାରଦ ଦିବସ ରଜନୀ ପଦ୍ମ ଚକ୍ରପାଣି

No comments:

Post a Comment