Monday, August 3, 2026

କେଉଁଠି କେମିତି କିପରି

କେଉଁଠି କେମିତି କିପରି ଭେଟିବି ଝୁରି ଝୁରି ସରେ ଅନୁଭବୀ ବୋଲେ ଗୋବିନ୍ଦ ଅମୁଁହା ଦେଉଳ ଦିଅଁ ପଦ୍ମ ପ୍ରାଣ ରବି କୁମୁଦ ପ୍ରାଣ ଚନ୍ଦ୍ର ରାଧା ହୃଦ ପ୍ରେମ ବିନତା ତନୟ ବୋଲେ ନୀଳକନ୍ଦର ନିକୁଞ୍ଜ ଚାଁହ

No comments:

Post a Comment