Monday, August 3, 2026

ବ୍ରହ୍ମଦାରୁ ତିନି ଚରଣ ତଳେ

ବ୍ରହ୍ମଦାରୁ ତିନି ଚରଣ ତଳେ ବସୁଧା ଗଗନ ଅହଙ୍କାର ଓଁକାର ପାଞ୍ଚ ଭୁତ ଘଣ୍ଟା ଶଙ୍ଖ ମୁରଲୀ ବୀଣା ଝଙ୍କାର କାଣ୍ଡ ଗଦା ମନେଇ ଛୁଇଁଲା ନିରାକାର ତ୍ରିଦେବ ପଦ ଅକ୍ଷର ସୁଧା ନାଗ ପୃଷ୍ଠ ଶାନ୍ତ ମୁଦ୍ରା ଶିବ ଧନୁ ଟଙ୍କାର

No comments:

Post a Comment