Sunday, August 2, 2026

ଜୀବନ ଅନେକ ଆଶାର ଚଳ ଚଞ୍ଚଳ ବୈତରଣୀ

ଜୀବନ ଅନେକ ଆଶାର ଚଳ ଚଞ୍ଚଳ ବୈତରଣୀ ନମ୍ର ସମ୍ଭ୍ରମ ଲକ୍ଷ ନୀଳ ନିର୍ମଳ ବଙ୍ଗୋପ ସାଗର ଆତ୍ମା ଅନେକ ଉଦାସୀ ତପସ୍ୱୀ ତ୍ୟାଗୀ ଶ୍ରୀରାମ କେବେ ଭେଟିବ କୃଷ୍ଣ ଛନ୍ଦା ଚରଣ ନଟ ନାଗର

No comments:

Post a Comment