Sunday, August 2, 2026

ପରମାଣୁଠାରୁ ଆହୁରି କ୍ଷୁଦ୍ର ହେଲ ହେ କୃଷ୍ଣ

ପରମାଣୁଠାରୁ ଆହୁରି କ୍ଷୁଦ୍ର ହେଲ ହେ କୃଷ୍ଣ ବାମନଙ୍କୁ କଳ୍ପନା କରି ନ ପାରେ ଚଞ୍ଚଳ ମନ କୁଣ୍ଢ ନ ପାଏ ଏଡ଼େ ବିଶାଳ ତୁମ୍ଭେ ବ୍ରହ୍ମଦାରୁ ଛନ୍ଦା ଚରଣରେ ବିଶ୍ରାମ ଦିଅ ଆନନ୍ଦ ସଦନ

No comments:

Post a Comment