Sunday, August 9, 2026

ଖାଇଯିବା ନଜରରେ

ଖାଇଯିବା ନଜରରେ ଏମିତି ଚାହାଁନା ହେ ଚକାଡୋଳା ହେ ବାସୁଦେବ ବ୍ରହ୍ମଦାରୁ କହିବକି ତୁମେ ମୋର କିଏ ବେନି କର୍ଣ୍ଣ ଅଶେଷ ଶୁଣିଅଛି ଶ୍ରୀଜଗନ୍ନାଥଙ୍କର ମହିମା ଶ୍ରୀଗୀତଗୋବିନ୍ଦ ପୂର୍ଣ୍ଣ ପାଇଁ ଲେଖନୀ ଧରିଥିଲା ଯିଏ

No comments:

Post a Comment