Sunday, August 9, 2026

ମହାଲକ୍ଷ୍ମୀ ହୃଦୟ ଚକାଡ଼ୋଳାରେ ପ୍ରାଣ ଲାଖିଗଲେ

ଖାଇଯିବା ନଜରରେ ଏମିତି ଚାହାଁନା ହେ ଚକାଡୋଳା ହେ ବାସୁଦେବ ବ୍ରହ୍ମଦାରୁ କହିବକି ତୁମେ ମୋର କିଏ ବେନି କର୍ଣ୍ଣ ଅଶେଷ ଶୁଣିଅଛି ଶ୍ରୀଜଗନ୍ନାଥଙ୍କର ମହିମା ଶ୍ରୀଗୀତଗୋବିନ୍ଦ ପୂର୍ଣ୍ଣ ପାଇଁ ଲେଖନୀ ଧରିଥିଲା ଯିଏ ମାଣିକ ହାତୁ ବସା ଦହି କରାଞ୍ଜୁଳିରେ ପିଇଥିଲା ଯିଏ

No comments:

Post a Comment