Tuesday, August 11, 2026

କିବା ଭକ୍ତି ଅଛି ଏହି ପାମର ରାମର

କିବା ଭକ୍ତି ଅଛି ଏହି ପାମର ରାମର ସେ ଛୁଇଁବ ବାସୁଦେବ ଛନ୍ଦା ଚରଣ ତୁଳସୀ ତୋଳୁ ତୋଳୁ କାଳ ସରିବ ପାରାକୁ କଟାସ ଭଳି ଜଗଛି ମରଣ

No comments:

Post a Comment