Tuesday, August 11, 2026

ତୁମକୁ ସୁନ୍ଦର ପଣରେ କିଏ ସରି

ତୁମକୁ ସୁନ୍ଦର ପଣରେ କିଏ ସରି କୋଟି ବିଶ୍ୱ ବ୍ରହ୍ମାଣ୍ଡରେ ହେ ଚକାଡୋଳା ମୋ ଆଖି ଦର୍ଶନ କରିବ ଆଉ କାହାକୁ ବ୍ରହ୍ମଦାରୁ ଛାୟା ତଳେ ଅଖିଳ ବ୍ରହ୍ମାଣ୍ଡର ପରମ ଆନନ୍ଦ ଆଉ କାହା ଚରଣରେ ଶରଣ ପଶିବି ଛାଡି ମହାବାହୁଙ୍କୁ

No comments:

Post a Comment