Sunday, August 2, 2026

ଜନନୀ କମଳା ଏହି ଜୀବନକୁ କର ତୋ ଶ୍ରୀମନ୍ଦିର

ଜନନୀ କମଳା ଏହି ଜୀବନକୁ କର ତୋ ଶ୍ରୀମନ୍ଦିର ଚାଲିଲେ ଚରଣ ନୁପୁର ରୁମ ଝୁମ ହୋଇ ବାଜୁଥିବ କର୍ଣ୍ଣରେ ପଡିଲେ ସେହି ଅମୃତ ବୋଳା ବେଦ ଧ୍ୱନୀ କଳା ଶ୍ରୀମୁଖଙ୍କ ଛନ୍ଦା ଚରଣ ମୋ ଆତ୍ମା ଖୋଜୁଥିବ

No comments:

Post a Comment