Sunday, August 2, 2026

ଏହି ହୃଦୟର ବିକା କିଣା ସରି ଯାଇଛି ପ୍ରାଣ ମିତଣୀ

ଏହି ହୃଦୟର ବିକା କିଣା ସରି ଯାଇଛି ପ୍ରାଣ ମିତଣୀ କିଣି ନେଇଛନ୍ତି ନୀଳକନ୍ଦର କମଳା ହୃଦୟ ମନ୍ଦାର କମଳ କୁମୁଦ ଫୁଟିବାକୁ ସୂର୍ଯ୍ୟ ଚନ୍ଦ୍ରର ଲୋଡ଼ା ନାହିଁ ଅପଲକ ଚକାଡୋଳା ଦୃଷ୍ଟିରେ ହୃଦେ ନାହିଁ ଅନ୍ଧାର

No comments:

Post a Comment