Saturday, August 8, 2026

ତୁମେ ବ୍ରହ୍ମମୟୀ ଅମାବାସ୍ୟା

ତୁମେ ବ୍ରହ୍ମମୟୀ ଅମାବାସ୍ୟା ପୂର୍ଣ୍ଣଚନ୍ଦ୍ର ଶ୍ୟାମ ସହୋଦରୀ ଶ୍ରୀମନ୍ଦିର ଦ୍ୱାରରେ ଭିକ୍ଷୁକଟିଏ କନ୍ଧରେ ଶୁନ୍ୟ ଭିକ୍ଷା ଝୁଲି ପତିତକୁ କେହି ନ ଦେଲେ ମୁଠାଏ କୃଷ୍ଣ ଚରଣରେ ଭକତି ସବୁଠି କେବଳ ନିରାଶ ଯୋନିରୁ ଯୋନିକୁ କ୍ଲାନ୍ତ ବୁଲି ବୁଲି

No comments:

Post a Comment