Saturday, August 8, 2026

କୃଷ୍ଣ ଭକ୍ତିରେ ମୁହିଁ ଅତି ଦରିଦ୍ର

କୃଷ୍ଣ ଭକ୍ତିରେ ମୁହିଁ ଅତି ଦରିଦ୍ର ହେ ଚକାଡୋଳା ତୁମ୍ଭ ହୃଦୟରେ ଦାରିଦ୍ର୍ୟ ଭଞ୍ଜନୀ ମାଆ କମଳା ଗରୁଡ ପଛରେ ଦୁଇଭୁଜ ଉର୍ଦ୍ଧକୁ ତୋଳି ମାଗୁଛି ଭିକ୍ଷା ଝୁଲି ପୂର୍ଣ୍ଣ କରିବେକି ଛନ୍ଦାପାଦ କାଳିଦଳା

No comments:

Post a Comment