Wednesday, August 5, 2026

ପ୍ରଭୁ କିସ ବାହୁନିବି ଅଭୟ ଛନ୍ଦା ଚରଣ

ଥରୁଟିଏ ଶିର ଛୁଇଁଲେ ନ ଫେରେ ମନ ପ୍ରଭୁ କିସ ବାହୁନିବି ଅଭୟ ଛନ୍ଦା ଚରଣ ଅଷ୍ଟାଙ୍ଗ ଯୋଗ ସାଧନାକୁ ମୁହିଁ ଅସମର୍ଥ ଲକ୍ଷ୍ମୀ ସେବିତ ପାଦରେ ପଶିଲି ଶରଣ

No comments:

Post a Comment