Wednesday, August 5, 2026

କେତେ ଯେ ଅର୍ଜିଲି ପାପ ଆହେ ମହାବାହୁ

କେତେ ଯେ ଅର୍ଜିଲି ପାପ ଆହେ ମହାବାହୁ ଏହି ଯାବତ ନ ଫେଟିଲି ତୁମ୍ଭ ଛନ୍ଦା ଚରଣ ଡାକି ନ ଜାଣେ ହେ ବନମାଳୀ ବାସୁଦେବ କେଡେ ଆକୁଳ ବ୍ୟାକୁଳ ପାଇବାକୁ ଶରଣ

No comments:

Post a Comment