Saturday, August 1, 2026

ଶ୍ରୀଗୀତଗୋବିନ୍ଦ ସୁଧା

ଶ୍ରୀଗୀତଗୋବିନ୍ଦ ସୁଧା ଶ୍ରୀରାଧିକା ନାୟକ କାଳିଆ ଭ୍ରମର ହେ ହୃଦୟ ହରି ଚନ୍ଦନ କିମ୍ପାଇଁ ବୁଝନା କେତେ ଝୁରି ମରେ କମଳା ନାଥ ହରେ ଶ୍ରୀଜଗନ୍ନାଥ ହରେ ଅନାଥ ନାଥ ହରେ ଅପଲକ ଚକାଡୋଳା ଠାରି ଆପଣା କରି ଦିଅନ୍ତୁନା ଥରେ

No comments:

Post a Comment