Saturday, August 1, 2026

ଜନକ ଅଙ୍ଗ ମୋର ନୀଳ ଆକାଶ

ଜନକ ଅଙ୍ଗ ମୋର ନୀଳ ଆକାଶ ମୁଖ ଗହ୍ମା ପୁର୍ଣିମା ଚନ୍ଦ୍ର ଜନନୀ ଅଙ୍ଗ ମୋର ଶ୍ୱେତ କମଳ ମୁଖ ଉଷା ଗଗନ ସୂର୍ଯ୍ୟ କୃପାବହି ଅସୀମ ସୁଭଗା ହେ ଶେଷନାଗ ଉଠା ସାତ ଫଣା ଥରେ ସ୍ପର୍ଶ କରେ ଚକାଡୋଳା ଛନ୍ଦା ଚରଣ ନ ରହେ ଧର୍ଯ୍ୟ

No comments:

Post a Comment