Saturday, August 1, 2026

ମଧୁସୂଦନ ଅଙ୍ଗ

ମଧୁସୂଦନ ଅଙ୍ଗ ସଦା ନିବାସିନୀ ଜନନୀ ସନ୍ତାନ ଲକ୍ଷ୍ମୀ ହେ ବୈଷ୍ଣବୀ ଏହି ଅଧମ ଶିରରେ ରଖ ବରାଭୟ କର ଶ୍ରୀମନ୍ଦିର ଦୁଆରରେ ଧାରଣା ଦେଇଛି କେତେ କାଳରୁ ତୋରି କୃପାରେ ଛୁଇଁବି କମଳା ସେବିତ ଅଭୟ ପୟର

No comments:

Post a Comment