Saturday, August 1, 2026

ଯେଉଁ ଛନ୍ଦା ଚରଣ

ଯେଉଁ ଛନ୍ଦା ଚରଣ ପାଇଁକି ଏହି ଅଧମ ବାୟା ପାଗଳ ଜନନୀ ଗୋ ମଧୁସୂଦନ ଧର୍ମପତ୍ନୀ ତୁମ୍ଭ କରାଞ୍ଜୁଳିରେ କେବଳ ଥରେ ଛୁଇଁବାକୁ ଅନୁମତି ଦିଅ ସନ୍ତାନ ଲକ୍ଷ୍ମୀ ଦାରିଦ୍ର୍ୟ ଭଞ୍ଜନୀ ଗୋ ବୁଲୁଛି ବୈଷ୍ଣବ ଗଳି ଓଳିରେ

No comments:

Post a Comment