Thursday, August 13, 2026

ପାଦ ସେବନ ଭକ୍ତିକୁ ବରୁଣ ଦୁହିତା

ପାଦ ସେବନ ଭକ୍ତିକୁ ବରୁଣ ଦୁହିତା ଶ୍ରୀକ୍ଷେତ୍ର ରାଣୀ ଅର୍ଚ୍ଚନା ଭକ୍ତିକୁ ନୀଳକନ୍ଦର ଶବର ବିଶ୍ଵାବସୁ ବଂଶଜ ବନ୍ଦନ ଭକ୍ତିକୁ ବୈଷ୍ଣବ ଜୟଦେବ ଶ୍ରୀଗୀତଗୋବିନ୍ଦ ଆତ୍ମ ନିବେଦନକୁ ସୀତା ରୁକ୍ମଣୀ ରାଧା ବିଷ୍ଣୁ ଅଂଶଜ

No comments:

Post a Comment