Tuesday, August 4, 2026

ଅଖିଳ ସଂସାର ବୁଲି ବୁଲି ଚକ୍ଷୁ ଚକାଡୋଳାରେ ଥୟ

ଅଖିଳ ସଂସାର ବୁଲି ବୁଲି ଚକ୍ଷୁ ଚକାଡୋଳାରେ ଥୟ ସାତ ଫଣା ଶେଷ ନାଗ କହେ ନାହିଁ ଭୟ ନାହିଁ ଭୟ ବ୍ରହ୍ମଦାରୁ ଛାୟା ତଳେ କୋଟିଏ ବସନ୍ତ ମଳୟ ବହେ ମା ଲକ୍ଷ୍ମୀ ପରଷିବେ ମହାପ୍ରସାଦ ଭୁଞ୍ଜିଣ ଅମର ହୁଅ

No comments:

Post a Comment