Sunday, August 9, 2026

ଇନ୍ଦ୍ରିୟ ବିକାର ମୋ ପାଦରେ ଲୁହା ଶିକୁଳି

ଇନ୍ଦ୍ରିୟ ବିକାର ମୋ ପାଦରେ ଲୁହା ଶିକୁଳି ହେ ବ୍ରହ୍ମଦାରୁ ଚକାଡୋଳା ସକଳ ହୃଦରେ ଜଗନ୍ନାଥ କମଳା ହୃଦେ କି ଦୟା ନ ବସେ ମୁକ୍ତ କରି ଶରଣ ଦେବାକୁ ଛନ୍ଦା ପାଦରେ

No comments:

Post a Comment