Sunday, August 9, 2026

ଇନ୍ଦ୍ରିୟ ବିକାର ମୋ ପାଦରେ ଲୁହା ଶିକୁଳି

ଇନ୍ଦ୍ରିୟ ବିକାର ମୋ ପାଦରେ ଲୁହା ଶିକୁଳି ତେଣୁ ଚଢି ନ ପାରେ ତୁମ ବାଇଶି ପାହାଚ ବ୍ରହ୍ମଦାରୁ କମଳା ହୃଦେ କି ଦୟା ନ ବସେ ମୁକ୍ତ କରିବାକୁ ହେ ଯଶୋଦା କଳା କାଇଁଚ

No comments:

Post a Comment