Sunday, August 2, 2026

କେଡେ ପିତା ନିମ୍ବ ଦାରୁରେ

ଆହାଃ କେଡେ ପିତା ନିମ୍ବ ଦାରୁରେ ଗଢା ସେହି ଚତୃର୍ଦ୍ଧା ମୂରତି ପାପୀ ନୟନ ପଥରେ ଥୁଅନ୍ତେ ଆତ୍ମା ମୋର ଫେରି ନୋହିଲା ଶୁଷ୍କ ଜୀବନ ପୁଷ୍କରିଣୀ ଭରିଲା ଚକାଡୋଳାଙ୍କ କୃପା ବୃଷ୍ଟିରେ ରାମ ହୃଦୟ କମଳ ପାଖୁଡା ମେଲି କୃଷ୍ଣ ଛନ୍ଦା ଚରଣ ଛୁଇଁଲା

No comments:

Post a Comment