Sunday, August 9, 2026

ଏହି ଆଖି କେବେ ଦେଖି ନାହିଁ ଯାହାର କୃଷ୍ଣ ରୂପ

ଏହି ଆଖି କେବେ ଦେଖି ନାହିଁ ଯାହାର କୃଷ୍ଣ ରୂପ ଏଡ଼େ ଭାବରେ ତାହା ଚକାଡୋଳା ବାନ୍ଧେ କାହିଁକି ବଡ଼ ବିକଳ ଆକୁଳ ପ୍ରାଣ ଥରେ ଭେଟିବା ପାଇଁକି ଧାଇଁ ଯାଇ କମଳା ସେବିତ ପାଦ ଛୁଇଁବା ପାଇଁକି

No comments:

Post a Comment